ଏତକ Etaka

  • ଦେ ସର୍ବ — ଏହି ପରିମାଣର ବସ୍ତୁ; ଏହି ସାମାନ୍ୟ କାର୍ଯ୍ୟ; ଏହିମାତ୍ର କଥା — This much; this quantity; this much work; this little matter
  • ଦେ ସର୍ବ — କହିଣ ଏତକ ବଚନ ମହିଷୀ ପଡ଼ି ଗଲେ ପୁଣି ଧରଣୀ ତଳ। ନନ୍ଦକିଶୋର. କୃଷ୍ଣକୁମାରୀ।
  • ଦେ. ବିଣ — ଏହିପରିମିତ; ଏହିମାତ୍ରକ; ଏହା — This much; this; so much