ଏଠି Eṭhi

  • ଦେ. ବି—(ସଂ. ଏତତ୍ ସ୍ଥାନ) — ଏ ସ୍ଥାନ; ଏଠା — This place
  • ଦେ. କ୍ରି. ବିଣ — ଏ ସ୍ଥାନରେ; ଏହିଠାରେ — Here; in this place