ଏକେ ଦକ Ekodaka

  • ସଂ. ବିଣ. (ବହୁବ୍ରୀହି; ଏକ ଅଟେ ଉଦକ ଯାହାଙ୍କର) — ସମାନୋଦକ; ଯେଉଁ ମାନେ ପୂର୍ବପୁରୁଷମାନଙ୍କୁ ଜଳ ତର୍ପଣ କରିବା ଯୋଗୁଁ ପରସ୍ପର ସମ୍ପୃକ୍ତ — (reatives) Connected by the offering of funeral libations of water to the same deceased ancestors (Apte)
  • ସଂ. ବିଣ. (ବହୁବ୍ରୀହି; ଏକ ଅଟେ ଉଦକ ଯାହାଙ୍କର) — [ଦ୍ର—ମନୁଷ୍ୟ ଆପଣାର ଊର୍ଦ୍ଧ୍ୱତନ ତିନିପୁରୁଷ ପିତୃଲୋକଙ୍କୁ ପିଣ୍ଡ ଦେଇ ପାରେ ଓ ତହିଁ ତିନି ପୁରୁଷ ଉପରକୁ ଜଳଦ୍ୱାରା ତର୍ପଣ କରି ପାରେ।]