ଏକାୟନ Ekāyana

  • ସଂ. ବିଣ. (ବହୁବ୍ରୀହି; ଏକ+ଅୟନ=ଗମନ; ବିଷୟ) — ଏକାଗ୍ର; ଏକବିଷୟାସକ୍ତ; ଅନନ୍ୟବୃତ୍ତି — Closely attentive; intent
  • ସଂ. ବିଣ. (ବହୁବ୍ରୀହି; ଏକ+ଅୟନ=ଗମନ; ବିଷୟ) — ଏକତାନବିଶିଷ୍ଟ — Having one sound or gamut
  • ସଂ. ବିଣ. (ବହୁବ୍ରୀହି; ଏକ+ଅୟନ=ଗମନ; ବିଷୟ) — ଏକମାତ୍ର ଅବଲମ୍ବନୀୟ — Sole refuge; only alternative
  • ସଂ. ବିଣ. (ବହୁବ୍ରୀହି; ଏକ+ଅୟନ=ଗମନ; ବିଷୟ) — ଏକମାତ୍ର ଗମନଯୋଗ୍ୟ (ପଥ) — (path) Fit for being by one man only