ଏକାର Ekāra

  • ସଂ. ବି — 'ଏ' ଅକ୍ଷର — The letter'ଏ'
  • ସଂ. ବି — 'ଏ' ଅକ୍ଷରର ଚିହ୍ନ ଅର୍ଥାତ ବ୍ୟଞ୍ଜନବର୍ଣ୍ଣର ପୂର୍ବରେ ଯୋଗ ହେବା 'େ' ଚିହ୍ନ (ଏହାକୁ ଅବଧାନମାନେ ଓଡା କହନ୍ତି) — The symbol 'େ'; prefixed to consonants