ଏକଶଫ Ekaṡapha

  • ସଂ. ବିଣ (ବହୁବ୍ରୀହି; ଏକ+ଶଫ=ଖୁରା) — ଏକ ଖୁରା ବିଶିଷ୍ଟ — One-hoofed (animal); having hoofs entire or uncleft; with uncleft hoofs; with uncloven hoofs
  • ସଂ. ବିଣ (ବହୁବ୍ରୀହି; ଏକ+ଶଫ=ଖୁରା) — (ଯଥା—ଘୋଡ଼ା; ଗଧ।)
  • ସଂ. ବି — ଘୋଡ଼ା — Horse
  • ସଂ. ବି — ଗଧ — Ass