ଏକରାଏ Ekarāe
- ବୈଦେ. ବି. (ସଂ. ଏକ+ଆ. ରାଏ=ମତ) — ବହୁ ଲୋକଙ୍କର ଏକମତ — One opinion of many people
- ବୈଦେ. ବି. (ସଂ. ଏକ+ଆ. ରାଏ=ମତ) — ବହୁ ଲୋକଙ୍କର ଏକମତ ହେବା ଅବସ୍ଥା — Unanimity
- ବୈଦେ. ବି. (ସଂ. ଏକ+ଆ. ରାଏ=ମତ) — ବହୁ ଲୋକଙ୍କର ଏକ ନିଷ୍ପତ୍ତି — One decision of many people
- ବିଣ — ଏକମତବିଶିଷ୍ଟ (ବହୁ ବ୍ୟକ୍ତି) — Of one opinion; unanimous