ଏକମୁନା Ekamunā

  • ଦେ. ବି — ତେଣ୍ଟା ଏକମୁନ; ବା ତୀକ୍ଷ୍ଣାଗ୍ରବିଶିଷ୍ଟ ଶସ୍ତ୍ରବିଶେଷ — Weapon with one sharp point; a pointed weapon; a harpoon
  • ଦେ. ବି — କାଞ୍ଚନ କୋରକ ହେଳେ କରୁଅଛି ବିରହୀର ଦମ୍ଭ ଚୂନା, ଅବା ସେ ବିରହିରୁଧିରେ ଲୋହିତ ମଦନର ଏକମୁନା। ରାଧାନାଥ. ପାର୍ବତୀ।