ଏକପୋଛ Ekapochha

  • ଦେ. ବି — ରଙ୍ଗ ବା କାଦୁଅ ଆଦି ପ୍ରତିମା ବା ସବାରି ଆଦି ଉପରେ ଥରେ ମାତ୍ର ବୋଳିବା ବା ଲିପା — Smearing once; laying one layer only; one layer of paint or mud on an image
  • ଦେ. ବି — (ଯଥା— ଏ ଗାଡ଼ିରେ ଏକପୋଛ ବାର୍ନିସ୍ ଦିଆଯାଇଛି।)