ଏକତ୍ୱ Ekatwa

  • ସଂ. ବି — ଏକତା; ଐକ୍ୟ — Oneness; identity
  • ଗ୍ରା. ପଦ୍ୟ. ବିଣ. (ସଂ. ଏକତ୍ର) — ଏକୀଭୂତ — Gathered together
  • ଗ୍ରା. ପଦ୍ୟ. ବିଣ. (ସଂ. ଏକତ୍ର) — ସର୍ବ ଦେବ ଏକନ୍ନ ହେଲେ ପିତାମହ ପାରୁଣରେ ଗୁହାରି କଲେ। ବିଶ୍ୱନାଥ. ବିଚିତ୍ରରାମାୟଣ।