ଏକତ୍ର Ekatra

  • ସଂ. ଅ. (ଏକ+ 7 ମୀ ବିଭକ୍ତିରେ. ତ୍ର) — ସମସ୍ତେ ଏକସ୍ଥାନରେ ସମବେତ ହୋଇ; ସମଷ୍ଟି ଭାବରେ — Collectively
  • ସଂ. ଅ. (ଏକ+ 7 ମୀ ବିଭକ୍ତିରେ. ତ୍ର) — ଏକସ୍ଥାନରେ — In one place
  • ସଂ. ଅ. (ଏକ+ 7 ମୀ ବିଭକ୍ତିରେ. ତ୍ର) — ସମସ୍ତେ ସଙ୍ଗ ହୋଇ — All together
  • ଦେ. ବିଣ — ଏକସ୍ଥାନରେ ଜମା କରା ଯାଇଥିବା; ଏକ ସ୍ଥାନରେ ସଂଗୃହୀତ — Gathered together; collected
  • ଦେ. ବିଣ — ଏକାନ୍ନବାସରେ ବାସକରୁଥିବା — Living jointly; joint in mess and property