ଏକତାରି Ekatāri

  • ଦେ. ବିଣ — ଚିନି ବା କନ୍ଦରେ ପାଣି ଦେଇ ତାହାକୁ ନିଆଁରେ ଫୁଟାଇ କିଛି କ୍ଷଣ ପରେ ଚଟୁରେ ଉଠାଇଲେ ଚଟୁରୁ ସରଳ ଭାବରେ ଏକ ଧାରରେ ଖସି ପଡ଼ିବା (ଶିରା); ଏକଧାରିଆ (କନ୍ଦ ବା ଚିନିର ପାଗ) — Boiled upto a point where the syruplike fluid of the boiled sugar-water falls down by one string
  • ଦେ. ବିଣ — ଯେଉଁ ଲୁଗାର ଟାଣୀ ଓ ଭରଣୀ ସୂତା ଖିଏ ଲେଖାଏଁ ଥାଏ — (cloth) Having single warp and woof