ଏକଠା Ekaṭhā

  • ଦେ. ବିଣ (ସଂ. ଏକ ଓ ସ୍ଥାନ) — ଏକୀଭୂତ; ସମବେତ — Collected or gathered up at one place
  • ଦେ. ବିଣ (ସଂ. ଏକ ଓ ସ୍ଥାନ) — ପାଣ୍ଡୁ ସୁତେ ସମସ୍ତେ ଏକଠା ହୋଇଲେ—କୃଷ୍ଣସିଂହ. ମହାଭାରତ. ବନ।