ଏଇତା Eitā

  • ଗ୍ରା. ସର୍ବ. (ସଂ. ଏତତ୍ତୁ; ଏତଦ୍ଧି) — ଏହା — This
  • ଗ୍ରା. ସର୍ବ. (ସଂ. ଏତତ୍ତୁ; ଏତଦ୍ଧି) — ଏହାହିଁ; ଏତିକି — This much
  • ଗ୍ରା. ସର୍ବ. (ସଂ. ଏତତ୍ତୁ; ଏତଦ୍ଧି) — ଏହାମାତ୍ର — This only
  • ଗ୍ରା. ସର୍ବ. (ସଂ. ଏତତ୍ତୁ; ଏତଦ୍ଧି) — ଏହା ମଧ୍ୟ — This also