ଏଇ ବାଗେ Ei māge

  • ଦେ. କ୍ରି. ବିଣ — ଠିକ୍ ଏହାପରି; ଏହିପରି — Likewise; similarly
  • ଦେ. କ୍ରି. ବିଣ — ଏହି ପ୍ରକାରେ — In this manner; in this way
  • ଦେ. କ୍ରି. ବିଣ — ଏହି ଉପାୟରେ — By this means