ଋତୀୟା Ṛutīyā
- ସଂ. ବି. ସ୍ତ୍ରୀ (ଋତ ଧାତୁ=ନିନ୍ଦା କରିବା+ଭାବ. ଯ+ସ୍ତ୍ରୀ. ଆ) — ନିନ୍ଦା — Censure
- ସଂ. ବି. ସ୍ତ୍ରୀ (ଋତ ଧାତୁ=ନିନ୍ଦା କରିବା+ଭାବ. ଯ+ସ୍ତ୍ରୀ. ଆ) — ଚୁଗୁଲି — Slander; backbiting
- ସଂ. ବି. ସ୍ତ୍ରୀ (ଋତ ଧାତୁ=ନିନ୍ଦା କରିବା+ଭାବ. ଯ+ସ୍ତ୍ରୀ. ଆ) — ଘୃଣା — Contempt
- ସଂ. ବି. ସ୍ତ୍ରୀ (ଋତ ଧାତୁ=ନିନ୍ଦା କରିବା+ଭାବ. ଯ+ସ୍ତ୍ରୀ. ଆ) — ଲଜ୍ଜା — Shame
- ସଂ. ବି. ସ୍ତ୍ରୀ (ଋତ ଧାତୁ=ନିନ୍ଦା କରିବା+ଭାବ. ଯ+ସ୍ତ୍ରୀ. ଆ) — ସ୍ପର୍ଦ୍ଧା — Arrogance; difiance