ଋତବ୍ୟ Ṛutabya

  • ସଂ. ବିଣ. (ଋତୁ=ଯ. ନିପାତନ) — ଋତୁଉପଯୋଗୀ; ସମୟୋପଯୋଗୀ — Seasonable; fit for the season
  • ସଂ. ବିଣ. (ଋତୁ=ଯ. ନିପାତନ) — ଋତୁରେ ଘଟୁଥିବା — Occuring in proper season