ଊହିତ Ūhita

  • ସଂ. ବିଣ. (ଊହ ଧାତୁ+କର୍ମ. ତ) — ବିତର୍କିତ — Guessed; inferred
  • ସଂ. ବିଣ. (ଊହ ଧାତୁ+କର୍ମ. ତ) — ତର୍କଦ୍ବାରା ନିର୍ଣ୍ଣୀତ — Established by argument
  • ସଂ. ବିଣ. (ଊହ ଧାତୁ+କର୍ମ. ତ) — ଯୁକ୍ତି କରା ଯାଇଥିବା — Argued; reasoned