ଊର୍ଜିତ Ūrjita
- ସଂ. ବିଣ (ଉର୍ଜ ଧାତୁ=ବଳିଷ୍ଠ ହେବା; ଜୀଇଁବା+ତ) — ବିଖାତ — Renowned
- ସଂ. ବିଣ (ଉର୍ଜ ଧାତୁ=ବଳିଷ୍ଠ ହେବା; ଜୀଇଁବା+ତ) — ଉଦାର — Liberal
- ସଂ. ବିଣ (ଉର୍ଜ ଧାତୁ=ବଳିଷ୍ଠ ହେବା; ଜୀଇଁବା+ତ) — ତେଜସ୍ବୀ — Energetic
- ସଂ. ବିଣ (ଉର୍ଜ ଧାତୁ=ବଳିଷ୍ଠ ହେବା; ଜୀଇଁବା+ତ) — ବର୍ଦ୍ଧିତ — Increased
- ସଂ. ବି. — ବଳ — Strenght
- ସଂ. ବି. — ସାମର୍ଥ୍ୟ — Power
- ସଂ. ବି. — ଉତ୍ସାହ — Energy
- ସଂ. ବି. — ତେଜ — Vigour