ଊତି Ūti
- ସଂ. ବି. (ବେ ଧାତୁ=ବୁଣିବା+ଭାବ. ତି) — ବୁଣା ହେବା — Weaving
- ସଂ. ବି. (ବେ ଧାତୁ=ବୁଣିବା+ଭାବ. ତି) — ଗୁନ୍ଥା ହେବା — Stringing
- ସଂ. ବି. (ବେ ଧାତୁ=ବୁଣିବା+ଭାବ. ତି) — ସିଲାଇ ହେବା — Sewing
- ସଂ. ବି. (ବେ ଧାତୁ=ବୁଣିବା+ଭାବ. ତି) — କର୍ମବାସନା — Desire; a will for action
- ସଂ. ବି. (ବେ ଧାତୁ=ବୁଣିବା+ଭାବ. ତି) — ମନନ୍ତର ଯେ ମନୁ ଧର୍ମ, କର୍ମବାସନା 'ଊତି' ନାମ। ଜଗନ୍ନାଥ. ଭାଗବତ।