ଊଣା Ūṇā
- ଦେ. ବିଣ. (ସଂ. ଊନ) — ଅଳ୍ପ; କମ୍ — Less; deficient
- ଦେ. ବିଣ. (ସଂ. ଊନ) — ମୋହଠାରୁ ବୁଦ୍ଧି ନ କରି କିଛି ଊଣା। କୃଷ୍ଣସିଂହ, ମହାଭାହରତ ବନ।
- ଦେ. ବିଣ. (ସଂ. ଊନ) — କ୍ଷୁଦ୍ରତର — Smaller
- ଦେ. ବିଣ. (ସଂ. ଊନ) — ଆରୋଗ୍ୟପ୍ରାପ୍ତ; ରୋଗ କମିଥିବା (ଶରୀର) — Cured; recovered
- ଦେ. ବିଣ. (ସଂ. ଊନ) — କମିଥିବା — Lessened
- ଦେ. ବିଣ. (ସଂ. ଊନ) — ନୀଚ; ତୁଚ୍ଛ; ସାମାନ୍ୟ — Low; insignificant. slight; mean; negligiable
- ଦେ. ବିଣ. (ସଂ. ଊନ) — କରୁ ତ ଥିଲ ଊଣା ଲୋକଙ୍କୁ ଦେଖି ପୂଜା। କୃଷ୍ଣସିଂହ ମହାଭାରତ ବନ।
- ଦେ. ବିଣ. (ସଂ. ଊନ) — ନିକୃଷ୍ଟ; ନ୍ଯୁନ — Less; inferior
- ଦେ. ବିଣ. (ସଂ. ଊନ) — ନଥର ପରୀକ୍ଷିତ ହୀରାମଣୀ ପଥରୁଁ ୟେବେ ଊଣା ହେବ ପୁଣି। କବିସୂର୍ଯ୍ୟ କବିତା।
- ଦେ. ବିଣ. (ସଂ. ଊନ) — ଲଜ୍ଜାଜନକ — Shameful
- ଦେ. ବିଣ. (ସଂ. ଊନ) — ଦୁର୍ବଳ — Weak
- ଦେ. ବିଣ. (ସଂ. ଊନ) — ଅଭିମାନଯୁକ୍ତ; ବିରକ୍ତ — Displeased