ଉଡ଼ନ୍ତା Uṟḍ̠antā

  • ଦେ. ବିଣ (ସଂ. ଉଡ୍ଡୀନ) — ଉଡ଼ନ୍ତ (ଦେଖ)
  • ଦେ. ବିଣ (ସଂ. ଉଡ୍ଡୀନ) — ଉଡ଼ନ୍ତା ଚଢ଼େଇ କି ବେଶରବଟା —ଢଗ।
  • ଦେ. ବିଣ (ସଂ. ଉଡ୍ଡୀନ) — (ଯଥା — 1 । ଉଡ଼ନ୍ତାଖଇ ଗୋବିନ୍ଦାୟସ୍ୱାହା —ଦେ. ନ୍ୟାୟ —ଉଡ଼ିଯିବା ଖଇକୁ ମହାପ୍ରଭୁଙ୍କ ଉତ୍ସର୍ଗ କରିବା ନ୍ୟାୟ — (ଯଥା —1 ଉଡ଼ନ୍ତାଖଇ ଗୋବିନ୍ଦାୟସ୍ୱାହା —ଦେ. ନ୍ୟାୟ —ଉଡ଼ିଯିବା ଖଇକୁ ମହାପ୍ରଭୁଙ୍କ ଉତ୍ସର୍ଗ କରିବା ନ୍ୟାୟ
  • ଦେ. ବିଣ (ସଂ. ଉଡ୍ଡୀନ) — ଉଡ଼ନ୍ତା ଚଢ଼େଇକି ବେସର ବଟା — ଦେ. ନ୍ୟାୟ
  • ଦେ. ବିଣ (ସଂ. ଉଡ୍ଡୀନ) — ଉଡ଼ନ୍ତା ଚଢ଼େଇର ପକ୍ଷୀ ଗଣିବା ଦେ. କ୍ରି — ଅତ୍ୟନ୍ତ ଗୂଢ଼ ରହସ୍ୟ ଭେଦ କରି ପାରିବା (ଅତି ବିଚକ୍ଷଣ ବ୍ୟକ୍ତି ସମ୍ବନ୍ଧେ)