ଉହ୍ଲିବା Uhlibā

  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ବହ୍ ଧାତୁ) — (ଜଳୀୟ ପଦାର୍ଥ) ତଳକୁ ବହିଯିବା — To flow down (Said of liquids)
  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ବହ୍ ଧାତୁ) — ଲେଡ଼ିଗୁଡ଼ କହୁଣୀକୁ ଉହ୍ଲି ଗଲା —ଢଗ।
  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ବହ୍ ଧାତୁ) — ନଦୀରେ ଭାସିଯିବା — To float away in the river; to drift away