ଉହାଡ଼ Uhāṟḍ̠a

  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ସନ୍ଧି; ବ୍ୟବଧାନ — Intervening space
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ଅନ୍ତରାଳ; ପଶ୍ଚାଭାଗ — Back position; hind part; back ground
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ଏଥି ଭତ୍ତାରେ ଚନ୍ଦ୍ର ସୂର୍ଯ୍ୟ, ମେରୁ ଉହାଡ଼େ ହୀନ ତେଜ। —ଯଶୋବନ୍ତ, ପ୍ରେମଭକ୍ତିବ୍ରହ୍ମଗୀତା।
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — କଡ଼ବାଗ — Sideward position; lateral position
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ଖୋଳ; ଖାପ — Sheath; case
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ଆଚ୍ଛାଦନ; ଆବରଣ — Covering; a cover
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ବାଘଆଦି ଶିକାର କରିବା ବ୍ୟକ୍ତି ଲୁଚି ରହି ଜଗିବା ପାଇଁ ପ୍ରସ୍ତୁତ କରା ଯାଇଥିବା ମଞ୍ଚା ବା ଛାୟା — A machan; a shade in which a hunter lies in Ambush
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ଆଶ୍ରୟ — Shelter; protection
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ଘରମଧ୍ୟସ୍ଥ ଏକପ୍ରକାର ବାଘମୁହୀଁ ବା ଅଧାକାନ୍ଥି ଯାହା ଥିବାରୁ ବାହାରେ ଠିଆ ହୋଇ ଥିବା ଲୋକକୁ ଘର ଭିତରର ସବୁ ପଦାର୍ଥ ଦିଶେ ନାହିଁ; ଆଡ଼ମୁହୀଁ — A kind of contrivance or wall inside the house which prevents an outsider from prying into the room
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ଛାୟା — Shade
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ପର୍ଦ୍ଦା; ଆଡ଼ୁଆଳ — Partition; screen
  • ଦେ. ବି. (ସଂ. ଅନ୍ତରାଳ; ଆଚ୍ଛାଦନ; ଆବରଣ) — ପାଲିଙ୍କି ଉପରେ ପଡ଼ିଥିବା ଆବରଣ ବସ୍ତ୍ର; ଘଟାଟପ — A covering for a palky