ଉସୁଆଁ Usuāñ

  • ଦେ. ବି — ଉସୁନା ଚାଉଳ କରିବା ପାଇଁ ଧାନକୁ ପାଣିରେ ଅର୍ଦ୍ଧସିଦ୍ଧ କରିବା
  • ଦେ. ବିଣ — ଉସୁନା ଚାଉଳ କୁଟାଯିବା ନିମନ୍ତେ ଜଳରେ ଅର୍ଦ୍ଧସିଦ୍ଧ ହୋଇଥିବା (ଧାନ) — Par-boiled (paddy)
  • ଦେ. ବିଣ — ଜଳରେ ନାମ ମାତ୍ର ସିଦ୍ଧ ହୋଇଥିବା (ଶସ୍ୟାଦି) — Half boiled (grains)