ଉଷ୍ମ Ushma
- ସଂ. ବି. (ଉଷ ଧାତୁ=ଦାହ କରିବା+ମ) — ଗ୍ରୀଷ୍ମକାଳ — Summer
- ସଂ. ବି. (ଉଷ ଧାତୁ=ଦାହ କରିବା+ମ) — ତାପ; ଉତ୍ତାପ; ଉଷୁମ — Heat; warmth
- ସଂ. ବି. (ଉଷ ଧାତୁ=ଦାହ କରିବା+ମ) — ତୀବ୍ରତା; ପ୍ରଖରତା — Ardour
- ସଂ. ବି. (ଉଷ ଧାତୁ=ଦାହ କରିବା+ମ) — କ୍ରୋଧ — Rage; anger
- ସଂ. ବି. (ଉଷ ଧାତୁ=ଦାହ କରିବା+ମ) — ଉଷ୍ମବର୍ଣ୍ଣ (ଶ, ଷ, ସ, ହ) — The letters Ṡa, Ṡ, Sh and H which are uttered by the breath only; the aspirates
- ସଂ. ବି. (ଉଷ ଧାତୁ=ଦାହ କରିବା+ମ) — ବାମ୍ଫ; ବାଷ୍ପ — Steam; vapour
- ସଂ. ବି. (ଉଷ ଧାତୁ=ଦାହ କରିବା+ମ) — ନିଶାଃସ — Breath; respiration
- ଦେ. ବିଣ. — କ୍ରୁଦ୍ଧ — Angry; passionate
- ଦେ. ବିଣ. — ସେ କାଳରେ ଭୀଷ୍ମ ଯୁଦ୍ଧରେ ଉଷ୍ମ ହୋଇ; ପାଣ୍ଡବଙ୍କ ସୈନ୍ୟ ନାଶରେ ମନ ଦେଇ। —କୃଷ୍ଣସିଂହ ମହାଭାରତ, ଭୀଷ୍ମ।