ଉଷଣ Ushaṇa

  • ସଂ. ବି. (ଉଷ=ପୋଡ଼ିବା+ଅନ=ଯେ କଣ୍ଠଦାହ କରେ) — ମରିଚ — Black pepper
  • ସଂ. ବି. (ଉଷ=ପୋଡ଼ିବା+ଅନ=ଯେ କଣ୍ଠଦାହ କରେ) — ପିପ୍ପଳୀମୂଳ; ବଣପିପ୍ପଳା ମୂକ — A medicinal plant and its root