ଉଶୀର Uṡīra

  • ସଂ. ବି. (ବଶ ଧାତୁ=ଇଚ୍ଛା କରିବା+କର୍ମ. ଈର; ଗ୍ରୀଷ୍ମ କାଳରେ ଯାହାକୁ ଇଚ୍ଛା କରାଯାଏ) — —ବେଣା ଚେର; ବେଣା ମୂଳ; ଗନ୍ଧତୃଣବିଶେଷର ମୂଳ