ଉଲୂପୀ Ulūpī

  • ସଂ. ବି. (ଉ=ଶିବ; ମହାଦେବ+ଲୂପ=ଆକାର+ଇନ୍ ଉତ୍+ଲୂପ ଧାତୁ+ଇନ୍; 1 ମା. 1 ବ.) — —ପୁଂ—ଶୁଶୁକ; ଶିଶୁମାର ନାମକ ଜଳଜନ୍ତୁ — - Porpoise
  • ସଂ. ବି. (ଉ=ଶିବ; ମହାଦେବ+ଲୂପ=ଆକାର+ଇନ୍ ଉତ୍+ଲୂପ ଧାତୁ+ଇନ୍; 1 ମା. 1 ବ.) — ସ୍ତ୍ରୀ—ନାଗକନ୍ୟା; ଅର୍ଜୁନଙ୍କ ପତ୍ନୀ