ଉଲୂକ Ulūka
- ସଂ. ବି. (ବଳ ଧାତୁ=ବଳବାନ ହେବା+କର୍ତ୍ତୃ. ଉକ) — ପେଚକ; ପେଚା — Owl
- ସଂ. ବି. (ବଳ ଧାତୁ=ବଳବାନ ହେବା+କର୍ତ୍ତୃ. ଉକ) — ଇନ୍ଦ୍ର — God Indra
- ସଂ. ବି. (ବଳ ଧାତୁ=ବଳବାନ ହେବା+କର୍ତ୍ତୃ. ଉକ) — ଶକୁନିଙ୍କ ପୁତ୍ର — Son of ṡakuni
- ସଂ. ବି. (ବଳ ଧାତୁ=ବଳବାନ ହେବା+କର୍ତ୍ତୃ. ଉକ) — ଦେଶବିଶେଷ — Name of a country