ଉଲୁସା Ulusā
- ଦେ. ବି. (ସଂ. ଉଲ୍ଲାସ) — ରୋମାଞ୍ଚ; ରୋମଟଙ୍କୁରଣ — Bristling or standing on end of the hairs through delight; horripilation
- ଦେ. ବି. (ସଂ. ଉଲ୍ଲାସ) — ଉଲ୍ଲାସ; ଅତ୍ୟନ୍ତ ହର୍ଷ — Delight; exultation
- ଦେ. ବିଣ. — ଯେ ଉଲ୍ଲାସ ଦିଏ; ଉଲ୍ଲାସଜନକ — Delightful
- ଦେ. ବିଣ. — ରୋମହର୍ଷଣକାରୀ — Causing horripilation through delight