ଉଲସିବା Ulasibā

  • ଦେ. କ୍ରି (ସଂ. ଉଲ୍ଲସିତ) — ଉଲ୍ଲସିତ ହେବା — To be overjoyed; to be delighted; to rejoice
  • ଦେ. କ୍ରି (ସଂ. ଉଲ୍ଲସିତ) — ଆନନ୍ଦରେ ଫୁଲିବା; ହର୍ଷୋତ୍ଫୁଲ୍ଲ ହେବା — To swell with delight; to be elated with joy
  • ଦେ. କ୍ରି (ସଂ. ଉଲ୍ଲସିତ) — (ରୋମ) ଉଦ୍ଗତ ହେବା — (one's furs) To stand on end
  • ଦେ. କ୍ରି (ସଂ. ଉଲ୍ଲସିତ) — ବନ୍ଧ ପିତୁଳା ଦେଖୁଁ ଦେଖୁଁ ବସି, ଗଣ୍ଡେ ଅଇଲା ଯେ ଲୋମ ଉଲସି। —ଭଞ୍ଜ, ଲାବଣ୍ୟବତୀ।
  • ଦେ. କ୍ରି (ସଂ. ଉଲ୍ଲସିତ) — ରୋମୋଦ୍ଗମ ହେବା; ରୋମ ଟାଙ୍କୁରିବା — To have the hairs stand on end on account of sudden fear or delight; to have horripilation