ଉର୍ମ Urma

  • ଦେ. ବି — ଯୋଗୋକ୍ତ ବାୟୁସାଧନାବିଶେଷ — A step in j̄oga exercise
  • ଦେ. ବି — ଧୂର୍ମ ତଳେ ନୋଟ (ଦେଖ) — Notes under Dhūrma (See)
  • ଦେ. ବି — ଉର୍ମ, ଧୂର୍ମ, ଜ୍ୟୋତି, ଜ୍ୱଳା, ଚଉକିପହରା, ବହୁତ ଆକଟ ଆଜ୍ଞା ପଡ଼ୁଛି ଦୋହରା। —ପ୍ରାଚୀ, ବ୍ରହ୍ମନିରୂପଣଗୀତା।