ଉରସିଳ Urasiḻa

  • ସଂ. ବିଣ. ପୁଂ (ଉରସ୍=ଛାତି+ପ୍ରଶସ୍ତାର୍ଥେ. ଇଳ) — ପ୍ରଶସ୍ତ ବକ୍ଷସ୍ଥଳବିଶିଷ୍ଟ; ଯାହାର ଛାତି ଚଉଡ଼ା
  • ସଂ. ବିଣ. ପୁଂ (ଉରସ୍=ଛାତି+ପ୍ରଶସ୍ତାର୍ଥେ. ଇଳ) — ଆସୁଛନ୍ତି ଉରସିଳ ସୌରସେନା ବୀରେ —ରାଧାନାଥ, ମହାଯାତ୍ରା।