ଉରଣ Uraṇa

  • ସଂ. ବି. (ଋ ଧାତୁ=ଗମନ କରିବା+କର୍ତ୍ତୃ. ଅନ) — ମେଷ; ମେଣ୍ଢା — Sheep; ram
  • ସଂ. ବି. (ଋ ଧାତୁ=ଗମନ କରିବା+କର୍ତ୍ତୃ. ଅନ) — ମେଘ — Cloud