ଉଭୟ Ubhaya
- ସଂ. ସର୍ବ. (ଉଭ୍ ଧାତୁ=ପରିପୂର୍ଣ୍ଣ କରିବା+ଅୟ) — ଏକତ୍ର ଦୁଇ — Two together
- ସଂ. ସର୍ବ. (ଉଭ୍ ଧାତୁ=ପରିପୂର୍ଣ୍ଣ କରିବା+ଅୟ) — ଦୁଇଜଣ; ଦୁହେଁ — Both; either
- ସଂ. ସର୍ବ. (ଉଭ୍ ଧାତୁ=ପରିପୂର୍ଣ୍ଣ କରିବା+ଅୟ) — ଦୁଇ ସଂଖ୍ୟା — Two in number
- ସଂ. ସର୍ବ. (ଉଭ୍ ଧାତୁ=ପରିପୂର୍ଣ୍ଣ କରିବା+ଅୟ) — ଦୁଇ ସଂଖ୍ୟକ — Numbering two