ଉବୁଡ଼ିବା Ubuṟḍ̠ibā

  • ଦେ. କ୍ରି — ମୁହଁ ମାଡ଼ି ପଡ଼ିବା; ପିଠ ଉପରକୁ କରି ପଡ଼ିବା — To fall down with face downwards; to fall prostrate
  • ଦେ. କ୍ରି — ଆଣ୍ଠୁ ମାଡ଼ି ବସିବା — To kneel down
  • ଦେ. କ୍ରି — ଘୋଡ଼ୋମେଇବା; ଆଣ୍ଠୁରେ ଚାଲିବା — To Crawl