ଉବୁକିବା Ubukibā

  • ଦେ. କ୍ରି — କୌଣସି ପଦାର୍ଥ ତଳୁ ଉପରକୁ ଜୋର୍ରେ ଉଠି ଆସିବା
  • ଦେ. କ୍ରି — ସାତ ତାଳ ଜଳେ ମାଡ଼ି ଦେଲେ ଉବୁକିବ । —ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।