ଉବାଚ Ubācha
- ସଂ. ପଦ୍ୟ. କ୍ରି. (ସଂ. ବଚ ଧାତୁ=କହିବା; ଏହାର ଅତୀତ କାଳ ପ୍ରଥମ ପୁରୁଷ ଏକବଚନର ରୂପ) — —କହିଲେ —Spoke,
- ସଂ. ପଦ୍ୟ. କ୍ରି. (ସଂ. ବଚ ଧାତୁ=କହିବା; ଏହାର ଅତୀତ କାଳ ପ୍ରଥମ ପୁରୁଷ ଏକବଚନର ରୂପ) — [ଦ୍ର —ଓଡ଼ିଆ ପୁରାଣଆଦିରେ ନାରଦ କହିଲେ ବୋଲି ଲେଖା ନ ହୋଇ 'ନାରଦ ଉବାଚ' ଲେଖା ହୁଏ।]