ଉପ Upa
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ନିମ୍ନଲିଖିତ ଅର୍ଥରେ ଶବ୍ଦ ବା କ୍ରିୟା ପୂର୍ବରେ ଯୁକ୍ତ ହୁଏ
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ନିକଟ; ସାମୀପ୍ୟ (ଯଥା—ଉପକଣ୍ଠ; ଉପହାର)
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ସହିତ — With; by the side of
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ଅତ୍ୟନ୍ତ ଆଧିକ୍ୟ (ଯଥା—ଉପଘାତ; ଉପତାପ; ଉପଦଂଶ)
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ନିମ୍ନରେ; ତଳେ — Under
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ଗୁପ୍ତ (ଯଥା —ଉପଜାପ; ଉପାଂଶୁ) — Secret
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ନ୍ୟୂନତା; ନିକୃଷ୍ଟ; ହୀନତା (ଯଥା—ଉପକଥା; ଉପକେଶ; ଉପଗ୍ରହ।)
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ଅଧସ୍ତନ (ଯଥା—ଉପାଚାର୍ଯ୍ୟ; ଉପଶିଷ୍ୟ)
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ସାଦୃଶ୍ୟ (ଯଥା—ଉପକନ୍ୟା; ଉପଦ୍ରାକ୍ଷା; ଉପାସ୍ଥି)
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ଅପେକ୍ଷା ଅଧିକ — More than
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ଆରମ୍ଭ (ଯଥା—ଉପଜ୍ଞା) — Beginning
- ସଂ. ଅ (ଉପସର୍ଗ) (ବପ ଧାତୁ+କର୍ତ୍ତୃ. ଅ) — ପ୍ରତିନିଧି; ଅଧସ୍ତନ (ଯଥା — ଉପଗୁରୁ)