ଉପ୍ତ Upta

  • ସଂ. ବିଣ (ବପ ଧାତୁ=ବୁଣିବା+କର୍ମ. ତ) — ବୁଣା ଯାଇଥିବା; କୃତବପନ — Sown
  • ସଂ. ବିଣ (ବପ ଧାତୁ=ବୁଣିବା+କର୍ମ. ତ) — ବୁଣିଯାଇଥିବା; ନିକ୍ଷିପ୍ତ — Scattered
  • ସଂ. ବିଣ (ବପ ଧାତୁ=ବୁଣିବା+କର୍ମ. ତ) — ବିହନ ବୁଣାଯାଇଥିବା (ବିଲ) — (field) Sown with Seeds