ଉପାସନ Upāsana
- ସଂ. ବି. (ଉପ=ନିକଟରେ+ଆସ ଧାତୁ=ବସିବା+ ଭାବ. ଅନ) — — 1 । ସ୍ତବ — 1 ସ୍ତବ—1. Prayer
- ସଂ. ବି. (ଉପ=ନିକଟରେ+ଆସ ଧାତୁ=ବସିବା+ ଭାବ. ଅନ) — ସେବା; ଶୁଶ୍ରୂଷା — Service; attendance on a superior; tending
- ସଂ. ବି. (ଉପ=ନିକଟରେ+ଆସ ଧାତୁ=ବସିବା+ ଭାବ. ଅନ) — ଆରାଧନା; ପୂଜା — Adoration; worship; religious service
- ସଂ. ବି. (ଉପ=ନିକଟରେ+ଆସ ଧାତୁ=ବସିବା+ ଭାବ. ଅନ) — ଅନୁବୃତ୍ତି; ଉପକାର ପ୍ରତ୍ୟାଶାରେ ଅନ୍ୟର ଅନୁସରଣ
- ସଂ. ବି. (ଉପ=ନିକଟରେ+ଆସ ଧାତୁ=ବସିବା+ ଭାବ. ଅନ) — (ଉପ=ଅଧିକ+ଅସ ଧାତୁ=କ୍ଷେପଣ କରିବା+ ଭାବ. ଅନ)
- ସଂ. ବି. (ଉପ=ନିକଟରେ+ଆସ ଧାତୁ=ବସିବା+ ଭାବ. ଅନ) — ଶରକ୍ଷେପଶିକ୍ଷାର୍ଥ ଶରାଭ୍ୟାସ —
- ଦେ. ବିଣ — —ଉପବାସ କରିଥିବା; ଅନାହାରରେ ରହୁଥିବା
- ଦେ. ବିଣ — ଆପେ ଖାଏ ଆପେ ପିଏ ଆପେ ଉପାସନ। —ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।
- ଦେ. ବିଣ — ଆପେ ଖାଏ ଆପେ ପିଏ ଆପେ ଉପାସନ। —ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।