ଉପଲେପ Upalepa

  • ସଂ. ବି. (ଉପ=ଉପରେ+ଲିପ ଧାତୁ=ଲେପିବା+ଭାବ. ଅ) — —ଉପଲେପନ (ଦେଖ)
  • ସଂ. ବି. (ଉପ=ଉପରେ+ଲିପ ଧାତୁ=ଲେପିବା+ଭାବ. ଅ) — ଗୃହମାର୍ଜନ ଉପଲେପ, ମଣ୍ଡନ ସାୟଂକାଳେ ଦୀପ —ଜଗନ୍ନାଥ, ଭାଗବତ ।