ଉପରାଣ Uparāṇa

  • ଦେ. ବି. (ସଂ. ଉପରି+ଆବରଣ=ଓଢ଼ଣୀ) — ଓଢ଼ଣବସ୍ତ୍ର; ସ୍ତ୍ରୀଲୋକମାନେ ପିନ୍ଧିବା ଲୁଗା ଉପରେ ଘୋଡ଼ି ହେବା ଚାଦର — A scarf; the outer covering thrown over the upper limbs of females over the cloth worn, when going out
  • ଦେ. ବି. (ସଂ. ଉପରି+ଆବରଣ=ଓଢ଼ଣୀ) — ଥାଆନ୍ତି ପିନ୍ଧି ଶାଢ଼ୀ ଉପରାଣ ଦେଇ। —କୃଷ୍ଣସିଂହ ମହାଭାରତ, ସଭା।
  • ଦେ. ବି. (ସଂ. ଉପରି+ଆବରଣ=ଓଢ଼ଣୀ) — ବିଛଣା ଉପରେ ପଡ଼ିବା ଚାଦର
  • ଦେ. ବି. (ସଂ. ଉପରି+ଆବରଣ=ଓଢ଼ଣୀ) — କୁର୍ତ୍ତାଆଦି ଉପରେ ଘୋଡ଼ି ହେବା ଚାଦର; ଯାହା କଟିଠାରୁ ଉପରେ ପଡ଼େ
  • ଦେ. ବି. (ସଂ. ଉପରି+ଆବରଣ=ଓଢ଼ଣୀ) — ସାଧାରଣ ଶପଥ — An ordinary oath