ଉପବାସ Upabāsa
- ସଂ. ବି (ଉପ+ବସ ଧାତୁ=ବାସ କରିବା+ଭାବ. ଅ) — ଲଙ୍ଘନ; ଅନଶନ — Fasting
- ସଂ. ବି (ଉପ+ବସ ଧାତୁ=ବାସ କରିବା+ଭାବ. ଅ) — ଅନାହାର — Abstinence from food
- ସଂ. ବି (ଉପ+ବସ ଧାତୁ=ବାସ କରିବା+ଭାବ. ଅ) — ବ୍ରତାର୍ଥ ଉପବାସ; ଉପାସ — Religious fast
- ସଂ. ବି (ଉପ+ବସ ଧାତୁ=ବାସ କରିବା+ଭାବ. ଅ) — ବାସ — Inhabiting
- ସଂ. ବି (ଉପ+ବସ ଧାତୁ=ବାସ କରିବା+ଭାବ. ଅ) — ଅଗ୍ନ୍ୟାଧାନ — Lighting of fire