ଉପନ Upana
- ଦେ. ବି. (ସଂ. ଉପାୟନ) — ଉପହାର — Present
- ଦେ. ବି. (ସଂ. ଉପାୟନ) — ରାହାଙ୍ଗ ଶାସନରେ ଶରତ୍କାଳୀନ ଦେବୀ ପର୍ବର 9 ଦିନ ବା 16 ଦିନରେ ପାଳି କରି ଜଣେ ଜଣେ ଗୃହସ୍ଥ ଗ୍ରାମ ଦେବୀଙ୍କ ନିକଟରେ ପ୍ରତିଦିନ ଯେଉଁ ଭୋଗ କରନ୍ତି — ରାହାଙ୍ଗ ଶାସନରେ ଶରତ୍କାଳୀନ ଦେବୀ ପର୍ବର9ଦିନ ବା16ଦିନରେ ପାଳି କରି ଜଣେ ଜଣେ ଗୃହସ୍ଥ ଗ୍ରାମ ଦେବୀଙ୍କ ନିକଟରେ ପ୍ରତିଦିନ ଯେଉଁ ଭୋଗ କରନ୍ତି—. Offering made to the village Goddess by the villagers by turn during the nine or sixteen days of Durgā pujā in the month of 'Āṡwina' in Brāhmaṇa villages
- ଦେ. ବି. (ସଂ. ଉପାୟନ) — ଯଜମନୀଭୋଗ — Offering made by the public
- ଦେ. ବି. (ସଂ. ଉପାୟନ) — ଦେବୀମାନଙ୍କ ଉପନ ଦେବୀ, ଜୀବ ଥିବା ଯାକ ସେବି ଥିବି। —ଭଞ୍ଜ, ଲାବଣ୍ୟବତୀ।