ଉପନାମ Upanāma

  • ସଂ. ବି. (ଉପ=କୃତ୍ତ୍ରିମ+ନାମ) — ଡାକ ନାମ — 2. Nick name; surname
  • ସଂ. ବି. (ଉପ=କୃତ୍ତ୍ରିମ+ନାମ) — କୃତ୍ରିମ ନାମ; ଓରଫ — An alias; pseudonym
  • ସଂ. ବି. (ଉପ=କୃତ୍ତ୍ରିମ+ନାମ) — ଅଧିକାନାମ — Additional name
  • ସଂ. ବି. (ଉପ=କୃତ୍ତ୍ରିମ+ନାମ) — ଉପାଧି — Title