ଉପଦେବ Upadeba

  • ସଂ. ବି. ପୁଂ — ଉପଦେବତା (ଦେଖ)
  • ସଂ. ବି. ପୁଂ — ଆଉ ଯେତେକ ଦେବ ଉପଦେବମାନେ, ଭୃଗୁ ସପ୍ତ ଋଷିଙ୍କ ସଙ୍ଗତେ ସୁମନେ —କୃଷ୍ଣସିଂହ ମହାଭାରତ, ସଭା।