ଉପଦା Upadā

  • ସଂ. ବି, ସ୍ତ୍ରୀ (ଉପ=ସମ୍ମୁଖରେ+ଦା ଧାତୁ=ଦେବା+କର୍ମ. ଅ) — ଉପଢୌକନ; ଭେଟି — Present
  • ସଂ. ବି, ସ୍ତ୍ରୀ (ଉପ=ସମ୍ମୁଖରେ+ଦା ଧାତୁ=ଦେବା+କର୍ମ. ଅ) — ଉତ୍କୋଚ; ଲାଞ୍ଚ — Bribe