ଉପଦଳ Upadaḻa

  • ସଂ. ବି. ସ୍ତ୍ରୀ (ଉପ=ନିକଟ+ଦଳ=ପାଖୁଡ଼ା) — ଫୁଲ ପାଖୁଡ଼ା ତଳେ ଡେମ୍ଫ ଉପରେ ଥିବା ପାଖୁଡ଼ା ପରି ଅଂଶ (ଯାହା କଢ଼ିକୁ ପହିଲେ ଢାଙ୍କି ରଖିଥାଏ)